ଫାର୍ମାସିଷ୍ଟଙ୍କ ଭରସାରେ ନୀଳାଦ୍ରିବିହାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ନାହାନ୍ତି ଡାକ୍ତର, ରୋଗୀଙ୍କୁ ମିଳୁନି ଥଣ୍ଡା ଔଷଧ ଚନ୍ଦ୍ରଶେଖରପୁର : ରାଜଧାନୀରେ ମାଡି ଚାଲିଛି କରୋନା। ତା’ ସାଙ୍ଗକୁ ଥଣ୍ଡା, ଜ୍ବର ବି ବଢ଼ୁଛି। ଶୀତ ସାଙ୍ଗକୁ ବର୍ଷା ପାଗ ହୋଇଥିବାରୁ ପ୍ରତି ଘରେ ଘରେ ଏବେ ଥଣ୍ଡା ରୋଗୀ। କଲୋନିଠାରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ, ସବୁଠି ସମାନ ଚିତ୍ର। ସହରରେ ସ୍ଥିତି ଅଧିକ ଗମ୍ଭୀର ହେଉଥିବା ବେଳେ ଚିକିତ୍ସା ପାଇଁ ସରକାରୀ ମେଡିକାଲରେ ରୋଗୀଙ୍କ ଭିଡ଼ ଜମୁଛି। … Continue reading ଫାର୍ମାସିଷ୍ଟଙ୍କ ଭରସାରେ ନୀଳାଦ୍ରିବିହାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର